କୂଅକୁ ଖସି ପଡ଼ିଲା କାର୍, 6 ଛୋଟ ପିଲାଙ୍କ ସମେତ ଗୋଟିଏ ପରିବାରର 9 ମୃତ
2026-04-04 10 Dailymotion
ମହାରାଷ୍ଟ୍ର ନାସିକ ଜିଲ୍ଲା ଡିଣ୍ଡୋରୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କାର୍ଯ୍ୟକ୍ରମରୁ କାରରେ ଫେରୁଥିବା ବେଳେ, କାର୍ ଏକ କୂଅରେ ଖସିପଡ଼ିବାରୁ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ ହୋଇଛି ।